କୋରୁଅ ନିକଟରୁ ଉଦ୍ଧାର ହେଲା ମୃତ ମହିଳା - NILACHALA SAMACHAR
Article Image

କୋରୁଅ ନିକଟରୁ ଉଦ୍ଧାର ହେଲା ମୃତ ମହିଳା

🗂 Crime | 🕒 20 Jun 2026, 01:48 IST

ପୁରୀ ୨୦/୬ : ସମୁଦ୍ରକୂଳ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର । କୋରୁଅ ସମୁଦ୍ରକୂଳ ନିକଟରୁ ଉଦ୍ଧାର ହେଲା ମୃତଦେହ । ମୃତ ମହିଳା ଜଣଙ୍କ ଷଣ୍ଢପୁର ଗାଁର ସୁନା ବେହେରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ମହିଳା ଜଣଙ୍କ ୪ ଦିନ ଧରି ନିଖୋଜ ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ସନ୍ଦେହ ବୋଲି ଜଣାପଡ଼ିଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: