🗂 Local | 🕒 17 May 2025, 21:17 IST
ପୁରୀ ମହାପ୍ରସାଦକୁ ଅସମ୍ମାନ। ପୁରୀର ଏକ ତାରକା ହୋଟେଲ ଡାଇନିଂରେ ଚପଲ ପିନ୍ଧି ବସି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି। ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି।
No comments yet.