ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି - NILACHALA SAMACHAR
Article Image

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି

🗂 Local | 🕒 17 May 2025, 22:12 IST


ପୁରୀରେ ସ୍ନାନଯାତ୍ରା ଓ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରଥଯାତ୍ରା ଓ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ସମେତ ବୈଠକରେ ଅନ୍ୟାନ୍ୟ ବିଷୟ ଉପରେ ଦଇତାପତିଙ୍କ ସହ ଆଲୋଚନା ହୋଇଛି । ଦିଅଁଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁଯାୟୀ ସଠିକ ଭାବରେ ହେବ । ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ହେବନି: ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୁରୀ ଜିଲ୍ଲାପାଳ 

💬 Leave a Comment

🗨️ Approved Comments

No comments yet.

🔗 Share this article: