🗂 Art & Culture | 🕒 18 May 2025, 15:40 IST
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ମୁଦୁଲି ଦ୍ଵାର ନିକଟରେ ଅପରିଷ୍କାର ଦୃଷ୍ଟି ଗୋଚର ହେବାରୁ ବଡ଼ଦେଉଳରେ ବଡ଼ ମହାସ୍ନାନ କରାଯାଇଥିଲା। ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି । ଯାହାଫଳରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
No comments yet.