ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି - NILACHALA SAMACHAR
Article Image

ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

🗂 Local | 🕒 19 May 2025, 03:29 IST

ପୁରୀରେ ଆସନ୍ତା କାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ମାର୍କେଟ ଛକ ଠାରୁ ନରେନ୍ଦ୍ର କୋଣ, ରାୟବାହାଦୁର ଲେନରୁ ନରେନ୍ଦ୍ର କୋଣ,ନରେନ୍ଦ୍ର କୋଣରୁ ଦେବୀ ଘାଟ ଓ ପୁରୁଣା ଅକ୍ଷୟ ପାତ୍ର ଫାଉଣ୍ଡେସନ ଗଳି ନୋ ଭେଇକିଲ ଜୋନ।ଶ୍ରୀଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପ୍ଲେକ୍ସ ,ଶ୍ରୀସେତୁ ବ୍ରିଜ ତଳେ ଓ ପୌର ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ବ୍ୟବସ୍ଥା ହେବ।

💬 Leave a Comment

🗨️ Approved Comments

No comments yet.

🔗 Share this article: