🗂 Art & Culture | 🕒 21 May 2025, 21:06 IST
ପୁରୀ: ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଭୋଇ ସେବକ ମାନେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳାଠାରେ ରଖି ଚକ ଗୁଡ଼ିକରେ ଚାଞ୍ଚ ବାନ୍ଧି ସାଇତିଛନ୍ତି । ତାଳଧ୍ଵଜ ରଥର ୯ ଟି ଚକ , ଦର୍ପଦଳନ ରଥର ୮ଟି ଏବଂ ନନ୍ଦିଘୋଷ ରଥର ୯ ଟି ଚକ ନିର୍ମାଣ ଶେଷ ହୋଇଛି ।
No comments yet.