🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ସମୁଦ୍ର ଭିତରେ ଓଲଟିଲା ସ୍ପିଡ ବୋଟ - NILACHALA SAMACHAR
Article Image

ସମୁଦ୍ର ଭିତରେ ଓଲଟିଲା ସ୍ପିଡ ବୋଟ

🗂 Local | 🕒 25 May 2025, 03:00 IST


ପୁରୀ ପର୍ଯ୍ୟଟକ ମାନେ ଜଳକ୍ରୀଡା ମଜା ନେବା ସମୟରେ ଘଟିଲା ଅଘଟଣ। ଓ୍ବାଟର ସ୍ପୋର୍ଟସ ସମୟରେ ସମୁଦ୍ର ଭିତରେ ଓଲଟିଲା ସ୍ପିଡ ବୋଟ। ଅଳ୍ପକେ ବର୍ତ୍ତିଲେ ବଙ୍ଗୀୟ ପର୍ଯ୍ୟଟକ। ସମୁଦ୍ର କୂଳରେ ଉପସ୍ଥିତ ଲାଇଫ ଗାର୍ଡ ଚାରିଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ କଲେ ଉଦ୍ଧାର। ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ଉଦ୍ଧାର।


💬 Leave a Comment

🗨️ Approved Comments

No comments yet.

🔗 Share this article: