🗂 Local | 🕒 26 May 2025, 03:01 IST
ପୁରୀ ଯୁକ୍ତ ୨ ପରୀକ୍ଷା ଫଳ ଗତ ବୁଧବାର ପ୍ରକାଶ ପାଇଛି । ପୁରୀ ଜିଲ୍ଲାରେ ବିଜ୍ଞାନରେ ପାସ୍ ହାର ୯୩.୦୧ ପ୍ରତିଶତ ରହିଛି। ବାଣିଜ୍ୟରେ ପାସ୍ ହାର ୮୭.୩୮ ପ୍ରତିଶତ ରହିଥିବା ବେଳେ କଳାରେ ପାସ୍ ହାର ୮୩.୦୫ ପ୍ରତିଶତ ରହିଛି l ବାଣିଜ୍ୟରେ କୁମ୍ଭାରପଡା ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ଦଳେଇଙ୍କ ଝିଅ ଇପ୍ସିତା ପ୍ରିୟଦର୍ଶିନୀ ଦଳେଇ 576 ମାର୍କ ରଖି ଟପ୍ପର ହୋଇ ଗୌରବ ଅର୍ଜନ କରିଛନ୍ତି l
No comments yet.