ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ l - NILACHALA SAMACHAR
Article Image

ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ l

🗂 Art & Culture | 🕒 26 May 2025, 23:29 IST

ପୁରୀ ଶ୍ରୀମନ୍ଦିର ଧୁକୁଡ଼ି ଦ୍ଵାରଠାରେ ରକ୍ତ, ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ l ଆଜି ଧୁକୁଡ଼ି ଦ୍ଵାରଠାରେ ରକ୍ତ ପଡ଼ିଥିବାର ନଜରକୁ ଆସିବା ପରେ ମହାପ୍ରଭୁଙ୍କୁ ବଡ ମହାସ୍ନାନ କରାଯାଇଛି l ସନ୍ଧ୍ୟା 6ଟା 50ରେ ଧୁଆ ଧୋଇ ହୋଇ ଚୂନ ପାଣି ପଡ଼ିଲା ପରେ 6ଟା 55ରେ

ସିଂହାସନ ପୋଛା, 8ଟା 5ରେ ମଇଲମ ହୋଇଥିଲା l 8ଟା 30ରେ ମହାସ୍ନାନ ପୂଜା ଠା, 8ଟା 55ରେ ମହାସ୍ନାନ ପୂଜା ଆରମ୍ଭ ହୋଇ 9ଟା 5ରେ ମହାସ୍ନାନ ଶେଷ ହୋଇ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: