ବେଆଇନ୍ କସିରଫ ଜବତ କରି ଟାଉନ୍ ଥାନା ପୁଲିସ ଜଣକୁ ଗିରଫ - NILACHALA SAMACHAR
Article Image

ବେଆଇନ୍ କସିରଫ ଜବତ କରି ଟାଉନ୍ ଥାନା ପୁଲିସ ଜଣକୁ ଗିରଫ

🗂 Crime | 🕒 29 May 2025, 13:32 IST

ପୁରୀ ବେଆଇନ୍ କସିରଫ ଜବତ କରି ଟାଉନ୍ ଥାନା ପୁଲିସ ଜଣକୁ ଗିରଫ କରିଛି। ସେ ହେଲା ବାସେଳି ସାହି ଥାନା ଅଧୀନ ବଳଦେବ ସାହି ଅତିବଡ଼ି ନଗରର ଟୁଟୁ ମହାପାତ୍ର ଓରଫ ଚୁଟିଆ(୪୭) । ତା’ଠାରୁ ୧୫ ବୋତଲ କସିରଫ, ୨୪ ଶହ ଟଙ୍କା, ବାଇକ୍ ଓ ମୋବାଇଲ୍ ଜବତ କରିଛି ପୁଲିସ। ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି ବୋଲି ପୁଲିସ କହିଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: