ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ଫୋରକ ବୟାନ । - NILACHALA SAMACHAR
Article Image

ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ଫୋରକ ବୟାନ ।

🗂 Politics | 🕒 29 May 2025, 17:02 IST

ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତିଙ୍କ ବିସ୍ଫୋରକ ବୟାନ । ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ସୁନୀଲ । ଦଳୀୟ ବୈଠକ ଶଙ୍ଖଭବନ ଛଡ଼ା ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାହା ଘରେ ହେବ ନାହିଁ ବୋଲି କହିଥିଲେ ନବୀନ । ଦଳୀୟ ବୈଠକ କୌଣସି ନେତାଙ୍କ ଘରେ ହେଲେ ତାକୁ ଦଳୀୟ ବୈଠକ ମାନୁନା । ଜଣେ ଦୁଇ ଜଣଙ୍କୁ ନେଇ ଜିଲ୍ଲାର ବୈଠକ ହେଲେ ତାହା ବୈଠକରେ ଗଣାଯିବ ନାହିଁ ବୋଲି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: