🗂 Crime | 🕒 30 May 2025, 23:10 IST
ପୁରୀ ସିରୁଳି ମହାବୀର ରାସ୍ତା କନ୍ତେଶ୍ୱର ଛକ ଠାରୁ ଚନ୍ଦନପୁର ଥାନା ଦ୍ୱାରା ପିସ୍ତଲ ଓ ବୋମା ଜବତ, ଜଣେ ଗିରଫ ସହ କୋର୍ଟ ଚଲାଣ ଲ ଅଭିଯୁକ୍ତ ଜଣକ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ବାଟୁଳିପଡ଼ାର କୁଲୁ ଓରଫ ସତ୍ୟବ୍ରତ ପ୍ରଧାନ 19 l ଅଭିଯୁକ୍ତ ନିକଟରୁ ଦେଶୀ ପିସ୍ତଲ, ମୋବାଇଲ, ବାଇକ,6ସହ ଟଙ୍କା ଓ ଅଫୁଟା ବୋମା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଆଜି ଅଭିଯୁକ୍ତ କନ୍ତେଶ୍ୱର ଛକ ଠାରେ ଦାଦାବଟି ଆଦାୟ ନେଇ ପେଟ୍ରୋଲିଂ ପୁଲିସ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଦେଶୀ ବନ୍ଧୁକ ଜବତ କରାଯାଇଥିଲା l ପରେ ଥାନାରେ 110/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.