ଆଜି ପୁରୀରୁ ଅଯୋଧ୍ୟା, ଉଜ୍ଜୈନ୍, ତିରୁପତି, ରାଇଘରକୁ ଗଡ଼ିଛି ‘ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍’ ବସ୍ - NILACHALA SAMACHAR
Article Image

ଆଜି ପୁରୀରୁ ଅଯୋଧ୍ୟା, ଉଜ୍ଜୈନ୍, ତିରୁପତି, ରାଇଘରକୁ ଗଡ଼ିଛି ‘ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍’ ବସ୍

🗂 Local | 🕒 05 Jun 2025, 01:55 IST

ପୁରୀ ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ଉନ୍ନତ ମାନର ବସ ସେବା ଯୋଗାଇବା ଲକ୍ଷ୍ୟରେ ପୁରୀ ଠାରୁ ତିରୁପତି,ଅଯୋଧ୍ୟା,ଉଜ୍ଜ୍ୱୟିନୀ,ହାଇଦ୍ରାବାଦ ଓ ଭିଲାଇ ପର୍ଯ୍ୟନ୍ତ ସୁପର ପ୍ରିମିୟମ ବସ ସେବା ସହ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା (ଆଇଇଏମଏସ)ର ଶୁଭାରମ୍ଭ ହୋଇଛି। 


💬 Leave a Comment

🗨️ Approved Comments

No comments yet.

🔗 Share this article: