ଶ୍ରୀମନ୍ଦିରରେ ଅଘଟଣ। ଗରମ ଡାଲି ପଡି ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ଅଘଟଣ। ଗରମ ଡାଲି ପଡି ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

🗂 Local | 🕒 08 Jun 2025, 19:48 IST

ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ। ଗରମ ଡାଲି ପଡି ୭ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଭୋଗମଣ୍ଡପ ଉଠିବା ପରେ ଘଟିଛି ଅଘଟଣ। ଭଅଣ୍ଡ ଘରୁ ଗରମ ଡାଲି ନେଇ ବୋଝିଆ ଯାଉଥିବା ବେଳେ ଅସାବଧାନତା ହେତୁ ଘଟିଛି ଅଘଟଣ। ନୟାଗଡରୁ ଆସିଥିବା ୭ ଜଣ ଭକ୍ତଙ୍କ ଉପରେ ପଡିଛି ଗରମ ଡାଲି। ଆହତ ଭକ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: