ନରେନ୍ଦ୍ର ମୋଦୀ ଙ୍କ ସରକାର 11 ବର୍ଷ ପୂରଣ କରିଚି। - NILACHALA SAMACHAR
Article Image

ନରେନ୍ଦ୍ର ମୋଦୀ ଙ୍କ ସରକାର 11 ବର୍ଷ ପୂରଣ କରିଚି।

🗂 Local | 🕒 09 Jun 2025, 19:34 IST

ପୁରୀ କେନ୍ଦ୍ର ରେ ନରେନ୍ଦ୍ର ମୋଦୀ ଙ୍କ ସରକାର 11 ବର୍ଷ ପୂରଣ କରିଚି। ଏହି ଅବସର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦେଶ ବିଦେଶ ରୁ ଶୁଭେଛା ର ସୁଅ ଛୁଟିବାର ଲାଗିଛି। ଏହି ଅବସର ରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ର କଳା ରେ ମୋଦି ସରକାର୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୀ ର ନିଳାଦ୍ରୀ ବିଚ୍ ରେ ସୁଦର୍ଶନ ବାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପ୍ରତିକୃତି ନିର୍ମାଣ କରିଥିବା ବେଳେ ବିଗତ 11 ବର୍ଷ ରେ ମୋଦି ସରକାର୍ ଙ୍କ ସଫଳ ଯୋଜନା କୁ ମଧ୍ୟ ବାଲୁକା ଚିତ୍ର କଳା ରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା ଚିତ୍ର କଳା ଦେଖିବାକୁ ପର୍ଯ୍ୟଟକ ଙ୍କ ବେଶ୍ ଭିଡ ହୋଇଥଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: