ପବିତ୍ର ସ୍ନାନ ଯାତ୍ରା ଅବସର ରେ ବାଲୁକା ଚିତ୍ର କଳା ରେ ଶୁଭେଛା ବାର୍ତ୍ତା।। - NILACHALA SAMACHAR
Article Image

ପବିତ୍ର ସ୍ନାନ ଯାତ୍ରା ଅବସର ରେ ବାଲୁକା ଚିତ୍ର କଳା ରେ ଶୁଭେଛା ବାର୍ତ୍ତା।।

🗂 Local | 🕒 10 Jun 2025, 20:29 IST

ପୁରୀ ପବିତ୍ର ସ୍ନାନ ଯାତ୍ରା ଅବସର ରେ ବାଲୁକା ଚିତ୍ର କଳା ରେ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମି ରେ ସେ ଏକ ବାଲୁକା ଚିତ୍ରକଳା ତିଆରି କରିଛନ୍ତି। ବାଲୁକା ଚିତ୍ର କଳା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ର ଝଲକ ସେ ଦର୍ଶାଇଚନ୍ତି। ବାଲିରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ପ୍ରଭୁ ବଲଭଦ୍ର, ଦେବୀ ସୁଭଦ୍ରା ଙ୍କ ସହିତ 108 କଳସ କୁ ସ୍ଥାନ ଦିଆଯାଇଛି। ଏହି କଳାକୃତି ଦେଖିବାକୁ ବେଳାଭୂମି ରେ ପର୍ଯ୍ୟଟକ ଙ୍କ ଭିଡ ଜାଣିଥିଲା। 




💬 Leave a Comment

🗨️ Approved Comments

No comments yet.

🔗 Share this article: