🗂 Local | 🕒 13 Jun 2025, 08:56 IST
ପୁରୀ ସମୁଦ୍ର କୂଳରେ ଅଘଟଣ l ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ୩ ପର୍ଯ୍ୟଟକ l ୨ଜଣ ପର୍ଯ୍ୟଟକ ଉଦ୍ଧାର ହୋଇଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଯାଇଛନ୍ତି । ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ୨ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
No comments yet.