ଚନ୍ଦନପୁର ଥାନା ପୁଲିସ ଚଢ଼ାଉ କରି 7ଜଣକୁ ଅଟକ ରଖିବା ସହ 4ହଜାର 500ଟଙ୍କା ଜବତ କରିଛି - NILACHALA SAMACHAR
Article Image

ଚନ୍ଦନପୁର ଥାନା ପୁଲିସ ଚଢ଼ାଉ କରି 7ଜଣକୁ ଅଟକ ରଖିବା ସହ 4ହଜାର 500ଟଙ୍କା ଜବତ କରିଛି

🗂 Crime | 🕒 16 Jun 2025, 21:06 IST

ମାଳତୀପାଟପୁର ନିକଟସ୍ଥ ଜଗନ୍ନାଥ ବଲ୍ଲଭ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚନ୍ଦନପୁର ଥାନା ପୁଲିସ ଚଢ଼ାଉ କରି 7ଜଣକୁ ଅଟକ ରଖିବା ସହ 4ହଜାର 500ଟଙ୍କା ଜବତ କରିଛି l ରଜ ଅବସରରେ ସ୍ଥାନୀୟ ଲୋକେ ଜୁଆଆଡ୍ଡା ଚଳାଇଥିବା ବେଳେ ଚନ୍ଦନପୁର ଥାନା ପୁଲିସ ଚଢ଼ାଉ କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: