ବିଜେଡି ଯୁବ ଓ ଛାତ୍ର ଦଳ ପକ୍ଷରୁ ଆସନ୍ତାକାଲି ଜନଜାଗରଣ ଅଭିଯାନ ଆରମ୍ଭ ହେବ l - NILACHALA SAMACHAR
Article Image

ବିଜେଡି ଯୁବ ଓ ଛାତ୍ର ଦଳ ପକ୍ଷରୁ ଆସନ୍ତାକାଲି ଜନଜାଗରଣ ଅଭିଯାନ ଆରମ୍ଭ ହେବ l

🗂 Politics | 🕒 17 Jun 2025, 20:18 IST

ପୁରୀ ବିଜେଡି ଯୁବ ଓ ଛାତ୍ର ଦଳ ପକ୍ଷରୁ ଆସନ୍ତାକାଲି ଜନଜାଗରଣ ଅଭିଯାନ ଆରମ୍ଭ ହେବ l ପୁରୀରୁ ଏହି ଅଭିଯାନ ଆରଂଭ ହେବ l ବିଜେପି ସରକାରର ଏକବର୍ଷ ଅବସରରେ ପ୍ରତିଶ୍ରୁତି ପୂରଣ ଦିଗରେ ଫେଲ ମାରିଥିବା ନେଇ ଜନଜାଗରଣ ଅଭିଯାନ ଆରମ୍ଭ କରାଯିବ l ଏନେଇ ଆଜି ବିଜେଡି ପକ୍ଷରୁ ହଲିଡ଼େ ରିସର୍ଟ ଠାରେ 

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ , ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: