🗂 Local | 🕒 23 Jun 2025, 14:29 IST
ପୁରୀ ବାଙ୍କୀମୁହାଣ ବ୍ରିଜରେ ଭୟଙ୍କର ଅଗ୍ନିକାଣ୍ଡ । ସୁଭାଷ ବୋଷ ଛକ ଆଡୁ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ବ୍ରିଜ୍ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡିଲା ଗାଡ଼ି । ଓଲଟିବା ପରେ ଗାଡ଼ିରେ ନିଆଁ ଲାଗି ଧୁଆଁମୟ ହେଲା ପରିବେଶ ।
No comments yet.