🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ରଥଯାତ୍ରା ସମୟରେ ସମୁଦ୍ରରେ ବୁଡି ଯାଉଥିବା ଲୋକକୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର ମକଡ୍ରିଲ । - NILACHALA SAMACHAR
Article Image

ରଥଯାତ୍ରା ସମୟରେ ସମୁଦ୍ରରେ ବୁଡି ଯାଉଥିବା ଲୋକକୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର ମକଡ୍ରିଲ ।

🗂 Local | 🕒 26 Jun 2025, 18:11 IST


ପୁରୀ ରଥଯାତ୍ରା ସମୟରେ ସମୁଦ୍ରରେ ବୁଡି ଯାଉଥିବା ଲୋକକୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର ମକଡ୍ରିଲ । ରଥଯାତ୍ରା ପାଇଁ ସମୁଦ୍ର କୂଳରେ ଅସଂଖ୍ୟ ଭିଡ଼ । ସେ ଭିତରେ ସମୁଦ୍ରରେ ଅସାବଧାନତାରୁ ବୁଡିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ 4ଶହ କର୍ମଚାରୀଙ୍କ ସମେତ ଶହେରୁ ଅଧିକ ନୋଳିଆଙ୍କୁ ରେସ୍କୁରେ ସାମିଲ କରିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: