🗂 Art & Culture | 🕒 27 Jun 2025, 17:09 IST
ଆରମ୍ଭ ହେଲା ଛେରା ପହଁରା ନୀତି । ତିନି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜ ଦିବ୍ୟ ସିଂ ଦେବ । ଆଉ କିଛି ସମୟ ପରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ମଣିମା ।
No comments yet.