🗂 Art & Culture | 🕒 27 Jun 2025, 20:14 IST
ପୁରୀ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ପରେ ବି ନନ୍ଦିଘୋଷ ରଥଟଣାରେ ବିଳମ୍ବ। ଏବେ ବି ସିଂହଦ୍ବାର ସମ୍ମୁଖରେ ଅଟକିଛି ନନ୍ଦିଘୋଷ ରଥ। ଅନ୍ୟ ରଥଟଣା ଆରମ୍ଭ ସତ୍ତ୍ବେ ଏଯାଏଁ ଗଡ଼ିପାରିନି ନନ୍ଦିଘୋଷ ରଥ।
No comments yet.