ରଥଯାତ୍ରା ଉପଲକ୍ଷେ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି। - NILACHALA SAMACHAR
Article Image

ରଥଯାତ୍ରା ଉପଲକ୍ଷେ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।

🗂 Health | 🕒 01 Jul 2025, 15:30 IST

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଘରୋଇ ହସ୍ପିଟାଲ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।ଶନିବାର ସନ୍ଧ୍ୟାରେ ଦଇତାପତି ନିଯୋଗକୁ ଆମନ୍ତ୍ରଣ କରାଯାଇଥିଲା।ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଦଇତାପତି, ଜିତେନ୍ଦ୍ର ଦଶମହାପାତ୍ର, କ୍ରିତୀ ପ୍ରକାଶ ଦlଶମପାତ୍ର, ପାର୍ଟିକ ଦlଶମହାପାତ୍ର,ଗଣପତି ଦଶମହାପାତ୍ର, ଭଗବାନ ଦଶମହାପାତ୍ର, ହରିହର ଦଶମହାପାତ୍ର, ଶିବାନୀ ଦଶମହାପାତ୍ର, ବିଭୁଭୁ ପ୍ରସାଦ ଦlଶମହାପାତ୍ର,ଜଗନ୍ନାଥ ଦlଶମହାପାତ୍ର, ଦୃଶଶାନ ଦlଶମହାପାତ୍ର, ଦିନ କୃଷ୍ଣ, ଦେବୀପ୍ରସାଦ ଦlଶମହାପାତ୍ର,ଵାପିନା ଦlଶମହାପାତ୍ର, ସିପୁନ ଦଶମହାପାତ୍ର,ସେବକମାନେ ଅସ୍ଥାୟୀ ହସ୍ପିଟାଲକୁ ଯାଇଥିଲେ।ରଥଯାତ୍ରା ସମୟରେ ଦଇତାପତି ନିଯୋଗର ସମସ୍ତ ସେବାୟତଙ୍କୁ ନିଶୁଳ୍କ ଉନ୍ନତ ମାନର ସ୍ଵସ୍ଥ୍ୟୀ ସେବା ଯୋଗାଇ ଦିଆଯିବ।ରଥଯାତ୍ରା ସମୟରେ ସ୍ଵାସ୍ଥ୍ୟ ସେବା ଯୋଗାଇବ ପାଇଁ କିମ୍ସ ହସ୍ପିଟାଲର ଏହି ଉଦ୍ୟମ ପାଇଁ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଦଇତାପତି ନିଯୋଗ ।ହସ୍ପିଟାଲରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ,ବିଶେଷଜ୍ଞ ଡାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଉଛନ୍ନ୍ତି।ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଜ୍ୟର ଅଗ୍ରଣୀ ଘରୋଇ ହସ୍ପିଟାଲ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।ଶନିବାର ସନ୍ଧ୍ୟାରେ ଦଇତାପତି ନିଯୋଗକୁ ଆମନ୍ତ୍ରଣ କରାଯାଇଥିଲା।ନିଯୋଗର ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଦଇତାପତି, ଜିତେନ୍ଦ୍ର ଦଶମହାପାତ୍ର, କ୍ରିତୀ ପ୍ରକାଶ ଦlଶମପାତ୍ର, ପାର୍ଟିକ ଦlଶମହାପାତ୍ର,ଗଣପତି ଦଶମହାପାତ୍ର, ଭଗବାନ ଦଶମହାପାତ୍ର, ହରିହର ଦଶମହାପାତ୍ର, ଶିବାନୀ ଦଶମହାପାତ୍ର, ବିଭୁଭୁ ପ୍ରସାଦ ଦlଶମହାପାତ୍ର,ଜଗନ୍ନାଥ ଦlଶମହାପାତ୍ର, ଦୃଶଶାନ ଦlଶମହାପାତ୍ର, ଦିନ କୃଷ୍ଣ, ଦେବୀପ୍ରସାଦ ଦlଶମହାପାତ୍ର,ଵାପିନା ଦlଶମହାପାତ୍ର, ସିପୁନ ଦଶମହାପାତ୍ର,ସେବକମାନେ ଅସ୍ଥାୟୀ ହସ୍ପିଟାଲକୁ ଯାଇଥିଲେ।ରଥଯାତ୍ରା ସମୟରେ ଦଇତାପତି ନିଯୋଗର ସମସ୍ତ ସେବାୟତଙ୍କୁ ନିଶୁଳ୍କ ଉନ୍ନତ ମାନର ସ୍ଵସ୍ଥ୍ୟୀ ସେବା ଯୋଗାଇ ଦିଆଯିବ।ରଥଯାତ୍ରା ସମୟରେ ସ୍ଵାସ୍ଥ୍ୟ ସେବା ଯୋଗାଇବ ପାଇଁ କିମ୍ସ ହସ୍ପିଟାଲର ଏହି ଉଦ୍ୟମ ପାଇଁ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଦଇତାପତି ନିଯୋଗ ।ହସ୍ପିଟାଲରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ,ବିଶେଷଜ୍ଞ ଡାକ୍ତର ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଉଛନ୍ନ୍ତି।


ରଥଯାତ୍ରା ଉପଲକ୍ଷେ କିମ୍ସ ପକ୍ଷରୁ ୧୫ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ହସ୍ପିଟାଲ ଗୁଣ୍ଡିଚା ମନ୍ଦିର ନିକଟ ଭୋଲାନଥ ବିଦ୍ୟାପୀଠ ପରିସରରେ ଚାଲିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: