🗂 Local | 🕒 01 Jul 2025, 18:57 IST
ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁ ଏବେ ଜନ୍ମ ବେଦୀରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି l ଏଥିପାଇଁ ସମଗ୍ର ସରଧାବାଲି ଅଞ୍ଚଳ କୋଳାହଳ ହୋଇଉଠିଛି l ବହୁ ସ୍ବେଛାସେବୀ, କମ୍ପାନୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କୁ ନିଶୁକ୍ଳ ସେବା ଯୋଗାଇ ଦେଉଛନ୍ତି l ଏହି କ୍ରମରେ ସରଧାବାଲିରେ ସେନସୋଡେଣ୍ଟ କେଏଫ ଟୁଥପେଷ୍ଟ ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ବଣ୍ଟା ଯାଇଥିଲା l କମ୍ପାନୀ ପକ୍ଷରୁ କର୍ମକର୍ତ୍ତା ମାନେ ଶ୍ରଦ୍ଧାଳୁମାନଙ୍କୁ ସେନସୋଡେଣ୍ଟ କେଏଫ ଟୁଥପେଷ୍ଟ ବଣ୍ଟନ କରିଥିଲେ l ବହୁ ଶ୍ରଦ୍ଧାଳୁ ଆଗ୍ରହ ସହକାରେ ଟୁଥପେଷ୍ଟ ଗ୍ରହଣ କରିଥିଲେ l ସେନସୋଡେଣ୍ଟ କେଏଫ ଟୁଥପେଷ୍ଟ ପାଇ ଶ୍ରଦ୍ଧାଳୁ ମାନେ ବେଶ ଖୁସି ହୋଇଥିଲେ l
ରଥ ଯାତ୍ରାରେ ନିଶୁକ୍ଳ ସେବା ପ୍ରଦାନ
No comments yet.