ଆଜି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ସମୟ ଅବଧି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି। - NILACHALA SAMACHAR
Article Image

ଆଜି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ସମୟ ଅବଧି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି।

🗂 Art & Culture | 🕒 04 Jul 2025, 15:20 IST

ପୁରୀ ରାତି ପାହିଲେ ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା। ଆଜି ଶ୍ରୀଜୀଉ ଆଡ଼ପ ମଣ୍ଡପ ରେ ଭକ୍ତ ଙ୍କୁ ଶେଷ ଦର୍ଶନ ଦେଉଛନ୍ତି। ପୁଣି ଆସନ୍ତାବର୍ଷ ରଥଯାତ୍ରା କୁ ଅପେକ୍ଷା କରିବାକୁ ପଡ଼ିବ ଭକ୍ତ ଙ୍କୁ। ଶୃଙ୍ଖଳିତ ଦର୍ଶନ ପୋଲିସ ପକ୍ଷରୁ ହୋଇଚି ବ୍ୟାପକ ବ୍ୟବସ୍ଥା। ଶ୍ରୀ ଗୁଣ୍ଡିଚା ମନ୍ଦିର ସିଂହ ଦ୍ଵାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ନାକଚଣା ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରୁଛନ୍ତି। ଆସନ୍ତାକାଲି ବାହୁଡା଼ ଯାତ୍ରା ଥିବାରୁ ପ୍ରସ୍ତୁତି ପାଇଁ ଆଜି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବାର ସମୟ ଅବଧି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: