🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଶ୍ରୀମନ୍ଦିରରେ ପରିସ୍ରା କରିଦେଲା ଶିଶୁ: ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ପରିସ୍ରା କରିଦେଲା ଶିଶୁ: ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

🗂 Art & Culture | 🕒 17 Jul 2025, 00:19 IST

ପୁରୀ ଶ୍ରୀମନ୍ଦିର ଭିତର କାଠ ପାଖରେ ଜଣେ ଶିଶୁ ପରିସ୍ରା କରିଦେବାରୁ ଆଜି ସନ୍ଧ୍ୟାରେ ବଡ଼ ମହାସ୍ନାନ ହୋଇଛି। ସନ୍ଧ୍ୟା ୭ଟା ୪୫ରୁ ରାତି ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବ୍ୟାଘାତ ହୋଇଛି। ଆସନ୍ତାକାଲି ଓଡ଼ିଶା ବନ୍ଦ ଥିବାରୁ ଆଜି ପ୍ରବଳ ଭକ୍ତ ସମାଗମ ହୋଇଥିଲା।


💬 Leave a Comment

🗨️ Approved Comments

No comments yet.

🔗 Share this article: