🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଟ୍ରେନ ଟ୍ରାକରେ ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ପାଟନା ଏକ୍ସପ୍ରେସ - NILACHALA SAMACHAR
Article Image

ଟ୍ରେନ ଟ୍ରାକରେ ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ପାଟନା ଏକ୍ସପ୍ରେସ

🗂 Local | 🕒 29 Jul 2025, 00:53 IST

ପୁରୀ ଟ୍ରେନ ଟ୍ରାକରେ ଟ୍ରାକ୍ଟରକୁ ଧକ୍କା ଦେଲା ପୁରୀ ପାଟନା ଏକ୍ସପ୍ରେସ 

ଅଳ୍ପକେ ଟଳିଗଲା ବଡ ଧରଣର ଅଘଟଣ

ରେଳୱେ ଟ୍ରାକରେ ଫସି ଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରେନ 

ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ଠାରେ ଦୁର୍ଘଟଣା 

 ପୁରୀରୁ ପାଟନା ଅଭିମୁଖେ ଯାଉଥିବା ପୁରୀ ପାଟନା ଏକ୍ସପ୍ରେସ ଟ୍ରାକ୍ଟରକୁ ଦେଲା ଧକ୍କା

ଟ୍ରାକ୍ଟର ଚାଳକ ଟ୍ରେନ ଆସୁଥିବା ଦେଖି ଓହ୍ଳାଇ ଆସିଥିଲା 

ଟ୍ରାକ୍ଟର ଡ୍ରାଇଭର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି

💬 Leave a Comment

🗨️ Approved Comments

No comments yet.

🔗 Share this article: