🗂 Crime | 🕒 04 Aug 2025, 23:37 IST
ପୁରୀ ମାର୍କଣ୍ଡେଶ୍ୱର ସାହି ବାଣୁଆ ଗଳିରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ଦ୍ୱାରା ବାସେଳୀ ସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରର ବାବାଜୀ ଓରଫ ବାସୁଦେବ ମହାରଣା 56 l ଅଭିଯୁକ୍ତ ନିକଟରୁ 18ଟି ଏସକଫ ସିରଫ ବୋତଲ, 2200ଟଙ୍କା ଓ ମୋବାଇଲ ଜବତ କରାଯାଇଛି l ଅଭିଯୁକ୍ତ ବିରୁଦ୍ଧରେ 342/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.