ଯୁବକଙ୍କୁ ହତ୍ୟା ସନ୍ଦେହ - NILACHALA SAMACHAR
Article Image

ଯୁବକଙ୍କୁ ହତ୍ୟା ସନ୍ଦେହ

🗂 Crime | 🕒 06 Aug 2025, 15:29 IST

ପୁରୀ ଜାତୀୟ ରଜପଥ ଦାଣ୍ଡମୁକୁନ୍ଦପୁର ରାସ୍ତାକଡ଼ରେ ପଡ଼ିଛି ଯୁବକଙ୍କ ମୃତଦେହ । ଯୁବକ ଜଣକ ନିମାପଡ଼ା ଥାନା ନଅନ୍ତରା ଗ୍ରାମର ଅଜୟ କୁମାର ସେଠୀ। ଯୁବକଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ସମ୍ପର୍କୀୟ ମାମୁଁ । 


💬 Leave a Comment

🗨️ Approved Comments

No comments yet.

🔗 Share this article: