ରେଳଷ୍ଟେସନ ନିକଟ ଠାରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ - NILACHALA SAMACHAR
Article Image

ରେଳଷ୍ଟେସନ ନିକଟ ଠାରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ

🗂 Crime | 🕒 07 Aug 2025, 02:16 IST

ପୁରୀ ରେଳଷ୍ଟେସନ ନିକଟ ଗରୁଡ଼ ଛକ ଠାରେ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଲିନୋଳିଆ ସାହିର ଚିଣ୍ଟୁ ଓରଫ ସୁନୀଲ ନାଇଡୁ ୨୬ l ଅଭିଯୁକ୍ତ ନିକଟରୁ ୯୮ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି l ଗତକାଲି ରାତ୍ରରେ ପ୍ରାଟ୍ରୋଲିଂ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲେ l ଅଭିଯୁକ୍ତ ବିରୁଦ୍ଧରେ 358/2025 ନମ୍ବର ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା l


💬 Leave a Comment

🗨️ Approved Comments

No comments yet.

🔗 Share this article: