ରାକ୍ଷୀ ପୂର୍ଣମୀରେ ସଡ଼କ ସୁରକ୍ଷା ସଚେତନତା - NILACHALA SAMACHAR
Article Image

ରାକ୍ଷୀ ପୂର୍ଣମୀରେ ସଡ଼କ ସୁରକ୍ଷା ସଚେତନତା

🗂 Local | 🕒 09 Aug 2025, 20:23 IST


ପୁରୀ, ପବିତ୍ର ରାଖି ପୂର୍ଣିମା ଅବସରରେ 

ଆଞ୍ଚଳିକ କାର୍ଯ୍ୟାଳୟ ପୁରୀ ଓ ସଦର ଥାନା ପୋଲିସ ର ମିଳିତ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସମସ୍ତ ମୋଟର ଚାଳକ ମାନଙ୍କୁ  ସଡକ ସୁରକ୍ଷା ରାଖୀ ବାନ୍ଧି ଭାଇ ତତେ ମୋର ରହିଲା ରାଣ 

ସଡକ ସୁରକ୍ଷା ନିୟମ ପାଳନ ପାଇଁ

ସ୍ଲୋଗାନ ଦେଇଥିଲେ l ସଚେତନତା ସୃଷ୍ଟି କରାଯାଇଥିଲା. କାର୍ଯ୍ୟକ୍ରମରେ  ସଦର ଥାନା ଅଧିକାରୀ ସୁନୀଲ ପ୍ରଧାନ ଓ ସୁଶାନ୍ତ କୁମାର ପାତ୍ର   (ଟ୍ରାଫିକ ନିରୀକ୍ଷକ)ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ପୁରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ.

💬 Leave a Comment

🗨️ Approved Comments

No comments yet.

🔗 Share this article: