🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଟଙ୍କା ଲୁଟି ଜଣେ ଗିରଫ - NILACHALA SAMACHAR
Article Image

ଟଙ୍କା ଲୁଟି ଜଣେ ଗିରଫ

🗂 Crime | 🕒 11 Aug 2025, 00:43 IST


ପୁରୀ, ଟଙ୍କା ଲୁଟ କରିବା ଅଭିଯୋଗରେ କଣାସ ଥାନା ପୁଲିସ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଏହି ଥାନା ଅଧିନ ଗଡ଼ବଡପୁଟ ଗ୍ରାମର ପ୍ରକାଶ ବଳବନ୍ତରାୟ 32 l ଅଭିଯୁକ୍ତ ନିକଟରୁ ୫ହଜାର ୨୦୦ ଟଙ୍କା ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଥାନା ଅଧିନ ଗଡ଼ବଡପୁଟ ଗ୍ରାମର ଲୋକନାଥ ସେନାପତି 32 ଗତ ଶନିବାର ସକାଳେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ଶୁକ୍ରବାର ରାତ୍ରରେ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରି ୬୫୦୦ଟଙ୍କା ଲୁଟ କରି ନେଇଥିଲା l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୧୮୧/୨୦୨୫ ନମ୍ବର ମାମଲା ରୁଜୁ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ବିରୁଦ୍ଧରେ ପୂର୍ବରୁ ଥାନାରେ ମାମଲା ହୋଇଥିବା ନେଇ ପୁଲିସ ଜଣାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: