🗂 Local | 🕒 12 Aug 2025, 15:37 IST
ପୁରୀ ୧୨/08 ବାଲୁକା କଳାରେ ବିଶ୍ୱ ହସ୍ତୀ ଦିବସ l ବିଶ୍ୱ ହସ୍ତୀ ଦିବସ ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି l ୧୨ ଫୁଟର ଲମ୍ବା ହାତୀକୁ ଏହି ବାଲୁକାକଳା ମାଧ୍ୟମରେ ସ୍ଥାନ ଦେଇଥିବାବେଳେ ମୋ ବାସ ସ୍ଥାନକୁ ରକ୍ଷା କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି l
No comments yet.