🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଦେଶ ଵାସି ଙ୍କୁ ସ୍ଵାଧୀନତା ଦିବସ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। - NILACHALA SAMACHAR
Article Image

ଦେଶ ଵାସି ଙ୍କୁ ସ୍ଵାଧୀନତା ଦିବସ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

🗂 Local | 🕒 14 Aug 2025, 20:24 IST

ପୁରୀ ସ୍ୱାଧୀନତା ଦିବସ କୁ ନେଇ ସାରା ଦେଶରେ ନାହିଁ ନଥିବା ଉତ୍ସାହ। ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଚି ବ୍ୟାପକ ପ୍ରସ୍ତୁତି। ତେବେ ଏହି ଅବସର ରେ ବାଲୁକା ଚିତ୍ରକଳା ରେ ମାଧ୍ୟମ ରେ ସାରା ଦେଶ ବସି ଙ୍କୁ ସ୍ଵାଧୀନତା ଦିବସ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ହୋଇଚି ବାଲୁକା ଚିତ୍ରକଳା। ଭାରତ ମାନଚିତ୍ର ରେ ରହିଚି ସିନ୍ଦୂର ର ପ୍ରତିକୃତି। ଶତ୍ରୁ ପକ୍ଷ ଉପରେ ବିମାନ ଆକ୍ରମଣ ର ଝଲକ ମଧ୍ୟ ରହିଚି ଏହି ବାଲୁକା ଚିତ୍ରକଳା ରେ ।

💬 Leave a Comment

🗨️ Approved Comments

No comments yet.

🔗 Share this article: