IPS ସ୍ତରରେ ବଡ ଧରଣର ଅଦଳ ବଦଳ - NILACHALA SAMACHAR
Article Image

IPS ସ୍ତରରେ ବଡ ଧରଣର ଅଦଳ ବଦଳ

🗂 Local | 🕒 22 Aug 2025, 02:12 IST


୧୮ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର। ପୁରୀ ଏସପି ଭାବେ ପ୍ରତୀକ ସିଂଙ୍କ ହେଲା ବଦଳି। ୨୦୧୪ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ପ୍ରତୀକ ସିଂ। ବିନୀତ ଅଗ୍ରୱାଲ ହେଲେ କଟକ ଗ୍ରାମାଞ୍ଚଳ ଏସପି।


💬 Leave a Comment

🗨️ Approved Comments

No comments yet.

🔗 Share this article: