🗂 Crime | 🕒 31 Aug 2025, 18:21 IST
ପୁରୀ ବାଲିନୋଳିଆ ସାହି ଭୋଳାଗିରି ଆଶ୍ରମ ନିକଟରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ, ଯୁବକଙ୍କ ନାମ ମୋହନ ବୋଲି ଶୁଣିବାକୁ ମିଳିଛି l ସିସି ଟିଭିରେ ଦୃଶ୍ୟ କଏଦ ହୋଇଛି l ଘଟଣାଟି ଆଜି ଅପରାହ୍ନ 3ଟାରେ ଦେଖିବାକୁ ମିଳିଥିଲା l ସମୁଦ୍ରକୂଳ ଥାନାକୁ ଜଣାଇ ଦିଆଯାଇଥିବା ଜଣାଯାଇଛି l
No comments yet.