ଅପରାଧ ଛାଡ ନଚେତ୍ ଜିଲ୍ଲା ଛାଡ଼।। - NILACHALA SAMACHAR
Article Image

ଅପରାଧ ଛାଡ ନଚେତ୍ ଜିଲ୍ଲା ଛାଡ଼।।

🗂 Crime | 🕒 06 Sep 2025, 18:08 IST


ପୁରୀ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଅପରାଧି ଦମନ ପାଇଁ ଜିଲ୍ଲା ଏସପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଥାନା ଆଇଆଇସି, ଡିଏସପି ଓ ଏଡିପିଓଙ୍କୁ ନେଇ ପୁରୀ ଟାଉନ ଥାନା ସମ୍ମେଳନ କକ୍ଷରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ଅପରାଧ ଦମନ କ୍ଷେତ୍ରରେ ପୋଲିସ ପକ୍ଷରୁ ଶୂନ୍ୟ ଶହନସିଳତା ଗ୍ରହଣ କରାଯିବ। ଅପରାଧ&କଲେ କଡ଼ା କାର୍ଯାନୁଷ୍ଠାନ।

💬 Leave a Comment

🗨️ Approved Comments

No comments yet.

🔗 Share this article: