🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ନେପାଳ ହିଂସାକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା । ଶାନ୍ତି ଫେରାଇ ଆଣିବାକୁ ସନ୍ଦେଶ ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । - NILACHALA SAMACHAR
Article Image

ନେପାଳ ହିଂସାକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା । ଶାନ୍ତି ଫେରାଇ ଆଣିବାକୁ ସନ୍ଦେଶ ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

🗂 Local | 🕒 11 Sep 2025, 15:39 IST

ନେପାଳରେ ଶାନ୍ତି ଫେରାଇଵା ନେଇ ବାଲୁକା କଳା ମାଧ୍ୟମରେ ଶାନ୍ତିର ବାର୍ତ୍ତା। ନେପାଳରେ ଯେଉଁ ଘଟଣା ଘଟିଛି ସାରା ବିଶ୍ୱ ପାଇଁ ଚିନ୍ତାଜନକ। ନେପାଳ ସାରା ବିଶ୍ୱ ପାଇଁ ଏକ ଶାନ୍ତି ଦେଶ ରହିଥିବାବେଳେ ନେପାଳରେ ଏହି ଘଟଣା ନେଇ ସାରା ବିଶ୍ୱରେ ଚିନ୍ତା l Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ Gen-Z ରିଭୋଲ୍ୟୁସନ ନାମରେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ପ୍ରତିବାଦ ଏତେ ବଢିଯାଇଛି ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହେବାରେ ଲାଗିଛି। କିପରି ଏହି ଶାନ୍ତି ଦେଶ ପୁନଃବାର ଫେରିବ ସେ ନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମହାପ୍ରଭୁଙ୍କ ନିକଟରେ ପାର୍ଥନା କରିଛନ୍ତି l

💬 Leave a Comment

🗨️ Approved Comments

No comments yet.

🔗 Share this article: