🗂 Crime | 🕒 11 Sep 2025, 23:59 IST
ପୁରୀ, ଛଇତନା ମାର୍କେଟ ନିକଟରୁ ସଦର ଥାନା ପୁଲିସ ଦେଶୀମଦ ଆସ୍କାଫର୍ଟି ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ରାମଚଣ୍ଡୀ ଥାନା ଅନ୍ତର୍ଗତ କବିରାଜପୁରର ହେମନ୍ତ ନାୟକ l ଅଭିଯୁକ୍ତ ଦେଶୀମଦ ଆସ୍କାଫର୍ଟି କାରବାର କରୁଥିବା ଜାଣି ପୁଲିସ କାବୁ କରିଥିଲା l ୫୪୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.