🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ - NILACHALA SAMACHAR
Article Image

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

🗂 Local | 🕒 30 Apr 2025, 13:52 IST

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ତା’ପୁଣି ଦିନ ଦ୍ୱିପ୍ରହରରେ। ମିଳିଥିବା ସୂଚନା ଅନୁଯାୟୀ ୪ରୁ ୫ ଯୁବକ ହାତରେ ଖଣ୍ଡା ଓ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରାଉଥିବାର ଦୃଶ୍ୟ କଏଦ୍ ହୋଇଛି ସିସିଟିଭିରେ।


💬 Leave a Comment

🗨️ Approved Comments

No comments yet.

🔗 Share this article: