🗂 Crime | 🕒 13 Sep 2025, 16:48 IST
ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଛୁରାମାଡ଼। ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ସନ୍ତୋଷ କୁମାର ସାହୁ ଓ ଗୌରାଙ୍ଗ ସାହୁ । ଛୁରାମାଡ଼ର କାରଣ ଜଣାପଡିନାହିଁ । ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଘଟଣାର ତଦନ୍ତ କରୁଛି ସିଂହଦ୍ବାର ଥାନା ପୋଲିସ ।
No comments yet.