🗂 Local | 🕒 30 Apr 2025, 15:29 IST
ପୁରୀରେ ପୁଲିସର ମକ୍ ଡ୍ରିଲ୍
ଗହଳିରେ ଯଦି ଜଣେ ଅସୁସ୍ଥ ହୋଇ ପଡ଼େ,ତେବେ ସେ କ୍ଷେତ୍ରରେ ତାଙ୍କୁ କିଭଳି ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍ ନିଆଯିବ ସେ ନେଇ ପୁଲିସ ପକ୍ଷରୁ ଚାଲିଛି ମକ୍ ଡ୍ରିଲ୍ ।
No comments yet.