🗂 Local | 🕒 01 May 2025, 02:09 IST
ପୁରୀରେ ଖଣ୍ଡା ବନ୍ଧୁକ ଧରି ଆତଙ୍କ ଚଲାଇଥିବା ଯୁବକଙ୍କୁ କାବୁକଲା ପୁରୀ ବଲିଆପଣ୍ଡା ଥାନା ପୋଲିସ l ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତଙ୍କ ଠାରୁ ପୋଲିସ ମାରଣାସ୍ତ୍ର ସହ ଗୋଟିଏ ବନ୍ଧୁକ, ମୋବାଇଲ ଓ ବାଇକ ଜବତ କରିଛି l ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ବଳିଆପଣ୍ଡା ଥାନା ଅଞ୍ଚଳର ମତ୍ୟୁଞ୍ଜୟ ସନ୍ୟଲ, ସୋମନ୍ନାଥ ସିଂ ଏବଂ କୁମ୍ବାରପଡା ଅଞ୍ଚଳର ବିଶ୍ୱଜିତ ଦଳାଇ l
#puri #CrimeNews #odisha #NandighoshaTV
No comments yet.