🗂 Local | 🕒 01 May 2025, 10:58 IST
ପୁରୀ ଦାଣ୍ଡିମାଳ ସାହି ଶନି ମନ୍ଦିର ପରିସରରୁ ଟାଉନ ଥାନା ପୁଲିସ ଜଣେ ଅଚିହ୍ନା ମହିଳାଙ୍କ ମୃଦେହ ଜବତ କରିଛି l ଶବ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି l ଗତକାଲି ରାତ୍ର ପ୍ରାୟ 8ଟା ସମୟରେ ମହିଳା ଜଣକ ଶନି ମନ୍ଦିର ପରିସରରେ ବହୁ ସମୟ ଧରି ଶୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ l ପରେ ପୁଲିସକୁ ଖବର ଦେଇଥିଲେ l ପୁଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ଆଣିବାରେ ଡାକ୍ତର ମୃତ ଘୋଷଣା କରିଥିଲେ l ଶବ ଚିହ୍ନଟ ସହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ରେ ରଖାଯାଇଛି l
No comments yet.