ଭିତର କାଠ ନିକଟରେ ବାନ୍ତି, ମହାପ୍ରଭୁଙ୍କ ବଡ ମହାସ୍ନାନ - NILACHALA SAMACHAR
Article Image

ଭିତର କାଠ ନିକଟରେ ବାନ୍ତି, ମହାପ୍ରଭୁଙ୍କ ବଡ ମହାସ୍ନାନ

🗂 Local | 🕒 25 Sep 2025, 22:14 IST


ପୁରୀ, ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି l ଭିତର କାଠ ନିକଟରେ ବାନ୍ତି ପଡ଼ି ଥିବାର ନଜରକୁ ଆସିଥିଲା l ପରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ ଲାଗିଥିଲା l ଅପରାହ୍ନ ୫ଟା ୧୦ରେ ଧୁଆଧୋଇ ହୋଇ ଚୂନ ପାଣି ପଡ଼ିଲା ପରେ ମହାସ୍ନାନ ପୂଜା ଠା, ପରେ ମହାସ୍ନାନ ପୂଜା ଆରମ୍ଭ ହୋଇ ପୂଜା ଶେଷ ହେବାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: