🗂 Local | 🕒 28 Sep 2025, 12:28 IST
ପୁରୀ ଶାରଦୀୟ ଦୁର୍ଗା ପୂଜା ଚାଲିଥିବା ସମୟରେ ଏସିଆ କପ ଫାଇନାଲରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନକୁ ଭେଟିବାକୁ ଯାଉଛି। ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ତିଆକୁ ନିଆରା ଶୁଭେଚ୍ଛା । ୨୫୦ ବଲରେ ମା’ ଦୁର୍ଗାଙ୍କ ବାଲୁକା କଳା । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୨୫୦ ବଲରେ ମା’ ଦୁର୍ଗାଙ୍କ ବାଲୁକା କଳା ତିଆରି କରିଛନ୍ତି।
No comments yet.