ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ଘଟାଇଥିବା ଗୋଟିଏ ଗାଡି - NILACHALA SAMACHAR
Article Image

ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ଘଟାଇଥିବା ଗୋଟିଏ ଗାଡି

🗂 Local | 🕒 05 Oct 2025, 16:37 IST

ପୁରୀରେ ସିରିଜ୍ ଦୁର୍ଘଟଣା। ଦୁର୍ଘଟଣା ଘଟାଇଥିବା ଗୋଟିଏ ଗାଡି ହରଚଣ୍ଡୀ ସାହି ଢିପ ଜାଗା ପାଖରୁ ଉଦ୍ଧାର। ଗାଡିରୁ ନିଶାଶକ୍ତ ଅବସ୍ଥାରେ ଦୁଇଜଣ ଯୁବକ,ଜଣେ ଯୁବତୀ ଉଦ୍ଧାର। ବଳିଆପଣ୍ଡା ଥାନାରେ ସମସ୍ତେ ଅଟକ। ସମସ୍ତେ ପ୍ରବଳ ମଦ୍ୟପାନ କରିଥିବା ସୂଚନା। ଗାଡିଟି ଅନେକ ଜାଗାରେ ଦୁର୍ଘଟଣା ଘଟାଇଥିବା ସୂଚନା। ବଳିଆପଣ୍ଡା ପୋଲିସର ଛାନଭିନ୍ ଆରମ୍ଭ

💬 Leave a Comment

🗨️ Approved Comments

No comments yet.

🔗 Share this article: