🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପର୍ଯ୍ୟଟକଙ୍କୁ ଶଙ୍ଖରେ ଆକ୍ରମଣ କରି ଜେଲ୍ ଗଲା ଦୋକାନୀ - NILACHALA SAMACHAR
Article Image

ପର୍ଯ୍ୟଟକଙ୍କୁ ଶଙ୍ଖରେ ଆକ୍ରମଣ କରି ଜେଲ୍ ଗଲା ଦୋକାନୀ

🗂 Crime | 🕒 13 Oct 2025, 09:13 IST

ପୁରୀ ଶଙ୍ଖରେ ଆକ୍ରମଣ କରିବା ମାମଲାରେ ଟାଉନ ଥାନା ପୁଲିସ ଆକ୍ରମଣକାରୀ ଦୋକାନୀକୁ ଗିରଫ କରିଛି। ସେ ହେଲା ଉକ୍ତ ଥାନା ଅଧୀନ ହାଡ଼ଗଡ଼ିଆ ସାହିର ତାପସ କୁମାର ପାତ୍ର। ଶନିବାର ସନ୍ଧ୍ୟାରେ ସିକାକୁଲମରୁ ଆସିଥିବା କେ. ନରସିମା ବିଷୋୟୀ ମରିଚିକୋଟଛକ ସ୍ଥିତ ତାପସଙ୍କ ଦୋକାନକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାରୁ ଯୁକ୍ତିତର୍କ ହୋଇଥିଲା। ଉଭ୍ୟକ୍ତ ହୋଇ ତାପସ ଏକ ଶଙ୍ଖରେ ପର୍ଯ୍ୟଟକଙ୍କ ମୁଣ୍ଡକୁ ଆକ୍ରମଣ କରିଥି ଲା। ପର୍ଯ୍ୟଟକ ରକ୍ତାକ୍ତ ହୋଇ ଚିକିତ୍ସାଳୟରେ ଚିକିତ୍ସା ହୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: