🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ହବିଷ୍ୟାଳିଙ୍କ ମୁଣ୍ଡ ଫାଟିଲା - NILACHALA SAMACHAR
Article Image

ହବିଷ୍ୟାଳିଙ୍କ ମୁଣ୍ଡ ଫାଟିଲା

🗂 Local | 🕒 14 Oct 2025, 12:08 IST



ପୁରୀ ହବିଷ୍ୟାଳିଙ୍କ ମୁଣ୍ଡ ଫିଟିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବୃନ୍ଦାବତୀ ହବିଷ୍ୟାଳି ଶିବିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଭିତରେ ପଶି ଯାଇଥିବା ଜଣେ ହବିଷ୍ୟାଳିଙ୍କ ମୁଣ୍ଡ ଫାଟି ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଭିଡିଓ ଅନେକ କରୁଥିଲେ। ତାଙ୍କ ମୁଣ୍ଡରେ କୌଣସି ଜଣେ ବ୍ୟକ୍ତିଙ୍କ ମୋବାଇଲ ପଡ଼ିଯିବାରୁ ସେ ଆହତ ହୋଇଥିବା ଜଣାପଡ଼ିଛି। ଶିବିରରେ ତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: